Thursday, Jul 29, 2021
Jajabara Hit

Stories

ବାପା ନଥିଲେ ବୋଲି – ବାପାଙ୍କ ପାଇଁ, ଏକ ସୁନ୍ଦର ଓଡିଆ କାହାଣୀ

ବାପା ନଥିଲେ ବୋଲି ଏମିତି ଗୋଟେ ଦିନ ନାହିଁ ଯୋଉଁଦିନ ବାପୁ ନା’ ରେ ଘରକୁ ଅଭିଯୋଗ ଆସେନି।ଆଜି କାହାକୁ ମାଡ ତ କାଲି କାହା ସାଇକେଲ ପମ୍ପଚର,ପୁଣି ତାପର ଦିନ କାହା ବାଡିରୁ ପିଜୁଳି ଚୋରି।କେବେ କେବେ ସ୍କୁଲ ଖେଳଛୁଟି ବେଳେ ଝିଅ ମାନଙ୍କ ସାଇକେଲ ହ୍ୟାଣ୍ଡଲ୍ ରେ ଚୁଇଁକମ୍ ଲଗେଇ ମଜା ଦେଖିବାକୁ ଭାରି ଭଲ ପାଏ ସେ। ଗୋଟିଏ ବାକ୍ୟରେ କହିଲେ “ବାପୁଟା ଗୋଟେ ଡାହା […]

ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୋଲିଲା ନୂଆ ଏକ ମ୍ୟୁଜିକ ଷ୍ଟୁଡିଓ: ପ୍ରତିଭା ଷ୍ଟୁଡିଓ

RadioJajbara

“ସଙ୍ଗୀତ” ଏମିତି ଏକ ଶବ୍ଦ, କୁହାଯାଏ ଜୀବନ ନଥିବା ଶରୀରରେ ପ୍ରାଣ ଭରିଦିଏ । ଯେତେବେଳେ ସଙ୍ଗୀତ ଏବଂ ସଙ୍ଗୀତ ପ୍ରେମୀ ମିଶିଯାଆନ୍ତି ସେତେବେଳେ ଶରୀରର ଆତ୍ମାର ଭଗବାନଙ୍କ ସହ ଯୋଡିଗଲା ପରି ଅନୁଭବ ହୁଏ । ତେବେ ସେଇ ସଙ୍ଗୀତ ଯେତେବେଳେ ଆମ ରାଜ୍ୟ ଓଡିଶାର ସଙ୍ଗୀତ ପ୍ରେମୀଙ୍କ ହୃଦୟର ସଂସ୍ପର୍ଶରେ ଆସିଥାଏ, ସେତେବେଳେ ସଙ୍ଗୀତ ଏବଂ ଅନ୍ୟ ସଙ୍ଗୀତ ପ୍ରେମୀଙ୍କ ମନକୁ ଏକାଠି କରିବା ଉଦ୍ଦେଶ୍ୟରେ ଆରମ୍ଭ […]

ବର୍ଷା ପ୍ରିୟଦର୍ଶିନୀଙ୍କ ଫିଲ୍ମ କୁଇନ୍ ର ” ତୋର ମୋର ଲଭ୍ ଷ୍ଟୋରୀ ” ଗୀତର ଭିଡିଓ

RadioJajbara

 ଶୁଭମୁକ୍ତି ମକର ସଂକ୍ରାନ୍ତି – ଜାନୁଆରୀ 15 ତାରିଖରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ !! Music Director– Malaya Mishra Lyrics – Arun Mantry Singer – Human Sagar | Ira Mohanty Director – Mrutunjay Sahoo DOP – Pradeep Rout Producer – Bijaya Kandoi Editor – Chandra Sekhar Mishra Actor – Jayajeet | Varsha Priyadarshini

ଆୟୁର୍ବେଦ ଚିକିତ୍ସାରେ ତୁଳସୀର ଅବଦାନ

RadioJajbara

ଆୟୁର୍ବେଦରେ ତୁଳସୀ ଭାରତୀୟ ଧର୍ମ ଓ ସଂସ୍କୃତିରେ ତୁଳସୀର ଏକ ବିଶିଷ୍ଟ ସ୍ଥାନ ରହିଅଛି । ବହୁ ପ୍ରାଚୀନ କାଳରୁ ତୁଳସୀର ଧାର୍ମିକ ମହତ୍ତ୍ୱ ସହ ତୁଳସୀ ଔଷଧ ରୂପେ ମଧ୍ୟ ବ୍ୟବହାର ହୋଇ ଆସୁଅଛି । ଯଦିବା ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏଥିରେ ଔଷଧୀୟ ଗୁଣ ଭରପୁର ହୋଇଅଛି, ତଥାପି ବର୍ତ୍ତମାନର ଆଧୁନିକ ଚିକିତ୍ସାରେ ମଧ୍ୟ ତୁଳସୀର ଉପଯୋଗୀତା ସର୍ବମାନ୍ୟ । ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଅନୁଯାୟୀ […]

ଖୁସି – ଜନ୍ମ ପୂର୍ବରୁ ମା ଗର୍ଭରୁ ମୋ ପରିଚୟ ଜାଣିବା ପାଇଁ

RadioJajbara

ଖୁସି ଗୋଟିଏ ନାମହୀନ ଛୁଆର ସ୍ଥିତି ମୋ ଭିତରେ ସ୍ପଷ୍ଟ ହେବାକୁ ଯାଉଛି । ସେତିକିବେଳେ କଥା ଉଠୁଛି ଅଲଟ୍ରା ସାଉଣ୍ଡ କ୍ଲିନିକ୍‌ର । ବଡ଼ ଝିଅକୁ ପାଞ୍ଚ ବର୍ଷ ପୂରି ସାରିଚି । ଦ୍ଵିତୀୟ ଆସିବା ସେମିତି କିଛି ଅବାଞ୍ଛିତ ନାହିଁ । ଘରେ ଯେତିକି ଖୁସି ଏଇ ଭୃଣର ଉପସ୍ଥିତ ଜାହିର ହେବାରେ, ସେତିକି ଆଶଙ୍କା ତାର ଲିଙ୍ଗ ଅବଗତ ହେବାରେ । ମୁଁ ନିଜକୁ ନିଜେ […]

ଅମୃତର ସନ୍ତାନ: ସୁନ୍ଦର କବିତା ସୁନ୍ଦର ସମାଜ ପାଇଁ

RadioJajbara

ଅମୃତର ସନ୍ତାନ ଦଳିତ ନୁହେଁ ସର୍ବେ ଅମୃତର ସନ୍ତାନ ଜାତି, ଧର୍ମ, ବର୍ଣ୍ଣ ସବୁ ମନୁଷ୍ୟକୃତ ଦଳିତ କରି ଗଢି ନାହାନ୍ତି କାହାରିକୁ ଭଗବାନ । ବିଜ୍ଞାନ ବଳେ ଆଜି ପୃଥିବୀ ବଳୀୟାନ ନାହିଁ ଭେଦଭାବ ସଭିଏଁ ତ ସମାନ ସମୟର ଆହୁଲାରେ ଫେରି ଆସିଲାଣି ଶୁଭକ୍ଷଣ । ଧର୍ମୀୟ କର୍ମକାଣ୍ଡ କୁସଂସ୍କାର ସ୍ଖଳନ ବୁଝିଲେଣି ସର୍ବେ କିଭଳି ଅକାରଣ ଜାତି-ଧର୍ମ-ବୈଷମ୍ୟର ସତ୍ୟ ହେଲାଣି ଉନ୍ମୋଚନ । ହିନ୍ଦୁ ଧର୍ମର […]

Subscribe US Now