Saturday, May 1, 2021
Jajabara Hit

ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୋଲିଲା ନୂଆ ଏକ ମ୍ୟୁଜିକ ଷ୍ଟୁଡିଓ: ପ୍ରତିଭା ଷ୍ଟୁଡିଓ

RadioJajbara
Page Visited: 1384
2 0

“ସଙ୍ଗୀତ” ଏମିତି ଏକ ଶବ୍ଦ, କୁହାଯାଏ ଜୀବନ ନଥିବା ଶରୀରରେ ପ୍ରାଣ ଭରିଦିଏ । ଯେତେବେଳେ ସଙ୍ଗୀତ ଏବଂ ସଙ୍ଗୀତ ପ୍ରେମୀ ମିଶିଯାଆନ୍ତି ସେତେବେଳେ ଶରୀରର ଆତ୍ମାର ଭଗବାନଙ୍କ ସହ ଯୋଡିଗଲା ପରି ଅନୁଭବ ହୁଏ । ତେବେ ସେଇ ସଙ୍ଗୀତ ଯେତେବେଳେ ଆମ ରାଜ୍ୟ ଓଡିଶାର ସଙ୍ଗୀତ ପ୍ରେମୀଙ୍କ ହୃଦୟର ସଂସ୍ପର୍ଶରେ ଆସିଥାଏ, ସେତେବେଳେ ସଙ୍ଗୀତ ଏବଂ ଅନ୍ୟ ସଙ୍ଗୀତ ପ୍ରେମୀଙ୍କ ମନକୁ ଏକାଠି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୁଏ ଏକ ନୂଆ ଯୋଜନାର ପ୍ରସ୍ତୁତି, ଯାହାର ପରିଣାମ “ପ୍ରତିଭା ଷ୍ଟୁଡିଓ”


ଆମେ ଆପଣମାନଙ୍କୁ ଜଣାଇ ରଖୁଛୁ ଚଳିତ ମାସ, ଐତିହ୍ୟ ତଥା ଓଡିଶାର ଅନ୍ୟ ଏକ ପ୍ରତିଭାମୟ ସହର କଟକରେ ସଙ୍ଗୀତ ତଥା ଜଗନ୍ନାଥ ପ୍ରେମୀ ଶ୍ରୀଯୁକ୍ତ କମଳ କୁମାର ମିଶ୍ର ଏବଂ ଗୀତିକାର ଶ୍ରୀମତୀ ପ୍ରତିଭା ମିଶ୍ରଙ୍କ ସ୍ୱପ୍ନର ବାସ୍ତବ ସ୍ୱରୁପ “ପ୍ରତିଭା ଷ୍ଟୁଡିଓ” ।
ତେବେ ଏଠାରେ ଉନ୍ନତମାନର ଯନ୍ତ୍ରାଂସମାନର ବ୍ୟବହାର କରାଯାଇଥିବାରୁ ଆପଣମାନେ ଉନ୍ନତମାନର ଗୀତ, ଭଏସ୍ ଡବିଂ, ନୂଆ ଆଲବମ୍, ଭଜନର ପ୍ରସ୍ତୁତି ସହ ଭିଡିଓ ସୁଟିଂ ଏବଂ ଏଡିଟିଂ ର ସୁବିଧା ପାଇପାରିବେ ।
ଏଥି ସହ ଏଠାରେ ସଙ୍ଗୀତ ଶିକ୍ଷାଦାନ ପାଇଁ ସଙ୍ଗୀତ ସ୍କୁଲ୍ ମଧ୍ୟ ଖୋଲାଯାଇଛି । ଆଡମିଶନ୍ ଆରମ୍ଭ ହୋଇଗଲାଣି ।

ଗୀତ ତିଆରି ଏବଂ ସଙ୍ଗୀତ ଶିକ୍ଷା ପାଇଁ ନିମ୍ନ ଠିକଣାରେ ଯୋଗାଯୋଗ କରିପାରିବେ ।

ଯୋଗାଯୋଗ ଠିକଣା
ଗଣେଶ ପ୍ଲାଜା
ସିଡିଏ ସେକ୍ଟର୍ – ୯
କଟକ
ଫୋନ୍/ୱାଟ୍ସଆପ – ୮୬୩୭୨୬୨୪୭୪

www.RadioJajabara.com
ରେଡିଓ ଯାଯାବର: ୨୪X୭ ମିଠା ଗୀତ
ରେଡିଓ ଯାଯାବରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
୯୧୩୨୪୫୫୩୪୪

Happy
Happy
1
Sad
Sad
0
Excited
Excited
0
Sleppy
Sleppy
0
Angry
Angry
0
Surprise
Surprise
1
Share

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ବାପା ନଥିଲେ ବୋଲି - ବାପାଙ୍କ ପାଇଁ, ଏକ ସୁନ୍ଦର ଓଡିଆ କାହାଣୀ

ବାପା ନଥିଲେ ବୋଲି ଏମିତି ଗୋଟେ ଦିନ ନାହିଁ ଯୋଉଁଦିନ ବାପୁ ନା’ ରେ ଘରକୁ ଅଭିଯୋଗ ଆସେନି।ଆଜି କାହାକୁ ମାଡ ତ କାଲି କାହା ସାଇକେଲ ପମ୍ପଚର,ପୁଣି ତାପର ଦିନ କାହା ବାଡିରୁ ପିଜୁଳି ଚୋରି।କେବେ କେବେ ସ୍କୁଲ ଖେଳଛୁଟି ବେଳେ ଝିଅ ମାନଙ୍କ ସାଇକେଲ ହ୍ୟାଣ୍ଡଲ୍ ରେ ଚୁଇଁକମ୍ ଲଗେଇ ମଜା ଦେଖିବାକୁ ଭାରି ଭଲ ପାଏ ସେ। ଗୋଟିଏ ବାକ୍ୟରେ କହିଲେ “ବାପୁଟା ଗୋଟେ ଡାହା […]

Subscribe US Now